The Ultimate Managed Hosting Platform
ADVERTISEMENT

ଫିନାଇଲ ପିଇଦେଲେ ବାଳ ଅପରାଧୀ

Facebook
Twitter
LinkedIn

ରାଉରକେଲା : ଫିନାଇଲ ପିଇ ବାଳ ଅପରାଧୀ ଗୁରୁତର ଅସୁସ୍ଥ । ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଗୁରୁତର ବାଳ ଅପରାଧୀ ଆରଜିଏଚରେ ଭର୍ତ୍ତି ହୋଇଛନ୍ତି । ବାଳ ଅପରାଧୀ ଜଣକ ବଲାଙ୍ଗିରର ହୋଇଥିବା ବେଳେ କାହିଁକି ଫିନାଇଲ ପିଇଲେ ଅସ୍ପଷ୍ଟ ରହିଛି । କାଲି ଅନ୍ତେବାସୀଙ୍କ ମଧ୍ୟରେ ପ୍ରବଳ ଝଡଗା ହୋଇଥିବା ସୂଚନା ରହିଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ଅଛି ସୁରକ୍ଷିତ ଆଶ୍ରୟ କେନ୍ଦ୍ର । ଗମ୍ଭୀର ଅପରାଧରେ ଜଡିତ ୧୬ରୁ ୨୧ ବର୍ଷ ବୟସର ଅପରାଧିଙ୍କୁ ରଖାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login