The Ultimate Managed Hosting Platform
ADVERTISEMENT

ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି : ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ସିବିଏସଇ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦେକ୍ଷପ ନେଉଛନ୍ତି ସରକାର । ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଛାତ୍ରୀମାନଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ସ୍କୁଲ ପରିସରରେ ଏକ ସୁରକ୍ଷିତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ସ୍କୁଲ ଓ ଶ୍ରେଣୀଗୃହରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ବିଭାଗ ଆଲୋଚନା କରୁଛି ଏବଂ ଏହାକୁ ଶୀଘ୍ର କାର୍ୟ୍ୟକାରୀ କରାଯିବ । ସିସିଟିଭି ସ୍ଥାପନ ସହିତ ରାଜ୍ୟର ସମସ୍ତ ସ୍କୁଲରେ ଆଇସିସି ଅର୍ଥାତ୍ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...

Login