The Ultimate Managed Hosting Platform
ADVERTISEMENT

ରାଜା ସ୍ୱାଇଁ-ସ୍ୱାସ୍ଥ୍ୟ ମନ୍ତ୍ରୀ କଥା କଟାକଟି, ସ୍ୱାସ୍ଥ୍ୟ ମନ୍ତ୍ରୀ ହସିନ ସପନେ ଦେଖାନ୍ତୁ ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ରାଜା ସ୍ୱାଇଁ –ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା କଟାକଟି । ସ୍ୱାସ୍ଥ୍ୟ ମନ୍ତ୍ରୀ ହସିନ ସପନେ ଦେଖାନ୍ତୁ ନାହିଁ କହିଲେ ରାଜା ସ୍ୱାଇଁ । ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ପ୍ଲାନ ଥିବା କହୁଛନ୍ତି , କଣ ପ୍ଲାନ ଜଣାନ୍ତୁ । ସରକାର ଗୋଟେ କଥା କହୁଛନ୍ତି , ବଜେଟରେ ପ୍ରତିଫଳନ ହେଉନି । ରାଜା ସ୍ୱାଇଁ ପ୍ରଶ୍ନର କଡା ଜବାବ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ୨୪ ବର୍ଷର ହସିନ୍ ସପନେର ଫଳ ରାଜ୍ୟବାସୀ ଭୋଗୁଛନ୍ତି । ଉତ୍ତରାଧିକାରୀ ସୂତ୍ରରେ ଅବହେଳିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଛୁ । ଅବହେଳିତ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବାକୁ ଯୋଜନା । ସାଟେଲାଇଟ ହସ୍ପିଟାଲକରି ୨୪/୭ ସେବା ପ୍ରଦାନ କରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login