The Ultimate Managed Hosting Platform
ADVERTISEMENT

ରାଜଧାନୀରେ ବୁଲା କୁକୁର ଗଣନା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମସି ପକ୍ଷରୁ ଭୋର ୫ଟାରୁ ଗଣତି ଆରମ୍ଭ । ୬୭ଟି ୱାର୍ଡରେ ଗଣନା, ୪୧୦ଟି ଟିମ ନିୟୋଜିତ । ୨୧ ଯାଏଁ ପ୍ରଥମ ପ ର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପ ର୍ଯ୍ୟାୟ ଗଣନା । ଏଥିପାଇଁ ଜୋନ୍ ଓ ୱାର୍ଡରେ ତିବା ପ୍ରତ୍ୟେକ ଗଳି ପାଇଁ ୪୧୦ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳି କନ୍ଦିରେ ୨ଟି ପର୍ୟ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଛସାଥୀ, ସ୍ବଛ ସୁପରଭାଜର, ସାନିଟାରି ଇନିସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଗଣତିରେ ନିୟୋଜିତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login