The Ultimate Managed Hosting Platform
ADVERTISEMENT

ରକି ଔର ରାନୀକି ପ୍ରେମ କାହାଣୀ ଖୁବ୍‌ ଶୀଘ୍ର ପରଦାରେ

Facebook
Twitter
LinkedIn

କରଣ ଜୋହରଙ୍କ ଆଗାମୀ ଫିଲ୍ମ ରକି ଔର ରାନୀକି ପ୍ରେମ କାହାଣୀର ସାମ୍ନାକୁ ଆସିଲା ରିଲିଜ୍‌ ଡେଟ୍‌ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ଅଛନ୍ତି। ଏମାନଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ । କରଣ ଜୋହର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।

ଅଭିନେତା ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେଉଁଥିରେ ଲେଖା ଅଛି, ‘୭ବର୍ଷ ପରେ ଏବେ ସମୟ ଆସିଯାଇଛି। ରକି ଔର ରାନୀକି ପ୍ରେମ କାହାଣୀ ୨୮ ଏପ୍ରିଲ ୨୦୨୩ରେ ହଲ୍‌ରେ ରିଲିଜ୍‌ ହେଉଛି।କହିବାକୁ ଗଲେ ଆଲିଆ ଗର୍ଭାବସ୍ଥାରେ ଏହି ଫିଲ୍ମର ସୁଟିଂ କରିଥିଲେ । ଆଲିଆ ଏବଂ ରଣବୀରଙ୍କ ଏହା ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଉଭୟ ଗୁଲି ବଏ ଫିଲ୍ମରେ ଏକାଠି କାମ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login