The Ultimate Managed Hosting Platform
ADVERTISEMENT

ଯୁବତୀଙ୍କ ସନେ୍ଦହଜନକ ମୃତ୍ୟୁ

Facebook
Twitter
LinkedIn

କାମାକ୍ଷାନଗର : ଯୁବତୀଙ୍କ ସନେ୍ଦହଜନକ ମୃତଦେହ ଉଦ୍ଧାର । ଲୋକନାଥପୁର ଶାସନ ଗାଁରେ ଘର ଭିତରୁ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ଉଦ୍ଧାର । ରାତିରେ ଭଉଣୀ ସହ ଶୋଇଥିଲେ , ସକାଳେ ମୃତଦେହ ମିଳିଲା । ତେବେ କେହି ହତ୍ୟା କରାଯାଉଥିବା ସନେ୍ଦହ କରାଯାଉଛି । ସିଡି ଘରର କବାଟ ଖୋଲା ଥିବା ବେଳେ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login