The Ultimate Managed Hosting Platform
ADVERTISEMENT

ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

Facebook
Twitter
LinkedIn

ରଣପୁର : ଜଙ୍ଗଲରେ ଯୁବକଙ୍କ ଝୁୁଲନ୍ତା ମୃତଦେହ ଠାବ । ରଣପୁର ଥାନା ତାରିଆ ଗାଁ ହାତୀବାରି ଜଙ୍ଗଲରୁ ମୃତଦେହ ଠାବ । ମୃତ ଯୁବକ ତାରିଆ ଗାଁର । ତେବେ ତାଙ୍କର ମୃତ୍ୟୁ କିପରି ହେଲା ତା ଏବେ ଅସ୍ପଷ୍ଟ ରହିଛି ।ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ କେହି ମାରି ଟାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login