The Ultimate Managed Hosting Platform
ADVERTISEMENT

ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଆକାଶରୁ ଫେରିଲା ସ୍ଫାଇସଜେଟ ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୋଟିଏ ପରେ ଗୋଟିଏ ବିମାନରେ ଅଘଟଣ ଦେଖାଯାଉଛି । ପୁଣି ଏକ ବିମାନ ମଝି ଆକାଶରୁ ଫେରି ଆସିଛି । ଆଜି ହାଇଦ୍ରାବାଦରୁ ତିରୁପତି ଯାଉଥିବା ସ୍ପାଇସଜେଟ Q400 ବିମାନ ଉଡ଼ାଣ ଭରିଥିଲା, ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖି ଅଧା ରାସ୍ତାରୁ ଫେରଆସିଥିଲା ।
ଖବର ମୁତାବକ, ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ତିରୁପତି ପାଇଁ ଉଡ଼ାଣ ଭରିଥିଲା ସ୍ପାଇସଜେଟ ବିମାନ । ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଅଧାରୁ ଫେରିଆସିଥିଲା । ସୁରକ୍ଷା ଦୃଷ୍ଟିରୁ ବିମାନକୁ ପାଇଲଟ ହାଇଦ୍ରାବାଦ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login