The Ultimate Managed Hosting Platform
ADVERTISEMENT

ମାଘରେ ବାଘ ଖରା, ଫେବୃଆରୀ ପ୍ରଥମ ସପ୍ତାରେ ୩୪.୯ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର

Facebook
Twitter
LinkedIn

ଭୁବନେଶ୍ୱର : ଏବେଠୁ ଡରାଇଲାଣି । ଦିନ ୧୧ରୁ ଟାଇଁ ଟାଇଁ ଖରା ମୁଣ୍ଡ ଉପରେ ପଡୁଛି । ଉପାନ୍ତରୁ ଉପକୂଳ ସବୁଠି ତାତି । କିନ୍ତୁ ରାଜଧାନୀରେ ମାସ ଆରମ୍ଭରୁ କଲବଲ କଲାଣି । ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀକୁ ଛୁଇଁଲାଣି ସର୍ବୋଚ୍ଚ ତାତି । ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରଦ । ୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ୨୦୨୩ ମସିହା ଫେବୃଆରୀ ୧ରେ ୩୨.୩ ଡିଗ୍ରୀ ଓ ୨୦୨୨ ମସିହା ଫେବୃଆରୀ ୨ ତାରିଖରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୫ ଡିଗ୍ରୀ ପାଖାପାଖି ପହଂଚିଲାଣି ତାତି । ହେଲେ ଚଳିତବର୍ଷ ଫେବ୍ରୁଆରୀରୁ ଏଭଳି ତାତି ଲୋକଙ୍କୁ ଚିନ୍ତାରେ ପକାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login