The Ultimate Managed Hosting Platform
ADVERTISEMENT

ମାଆ , ପୁଅକୁ ବୀଭତ୍ସ ହତ୍ୟା

Facebook
Twitter
LinkedIn

କୁଚିଣ୍ଡା: ଘରେ ପଶି ମାଆ ସହ ଦେଢ ବର୍ଷର ପୁଅକୁ ହତ୍ୟା । ଭାଇ ବୋହୂ ସହ ପୁତୁରାକୁ ଟାଙ୍ଗିଆରେ ହାଣି ମାରିଲା ଦେଢଶୁର ଲୋଚନ । ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଡବଲ ମର୍ଡର । ମୃତକ ହେଉଛନ୍ତି ୱାର୍ଡସଭ୍ୟଙ୍କ ପତ୍ନୀ ପୂର୍ଣ୍ଣିମା ପିଙ୍ଗ ଓ ପୁଅ ୟେଂଶ ପିଙ୍ଗ । ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରକ କଳହରୁ ହୋଇଛି ହତ୍ୟାକାଣ୍ଡ । ଗତକାଲି ରାତିରେ ମାଆ ଓ ପୁ୍ଅ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଲୋଚନ କବାଟ ଭାଙ୍ଗି ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login