The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମଣ : ୧୨ ପିଲା ଆହତ

Facebook
Twitter
LinkedIn

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ । ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମ ନିକଟରେ ମହୁମାଛି ଆକ୍ରମଣ । ସମର କ୍ୟାମ୍ପକୁ ଏକ ପବ୍ଲିକ ସ୍କୁଲ ପିଲା ଆସିଥିଲା ବେଳେ ଅଘଟଣ । ଗାଧୋଇବାକୁ ଯିବା ଯିବା ପାଇଁ ପିଲାମାନେ ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ମହୁମାଛି ଆକ୍ରମଣ କରିଛି । ସ୍କୁଲର ୯୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନେକ ମହୁମାଛି ଆକ୍ରମଣ କରିବା ନେଇ ଜାଣିବା ପରେ ଏଣେତେଣୁ ଦୌଡି ପଳାଇଥିଲେ । ଆହତମାନେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସ୍କୁଲର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login