କଣ୍ଟାବାଞ୍ଜି : ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ । ମୁରିବାହାଲ ବ୍ଲକ ଡେଙ୍ଗପଦର ୟୁପି ସ୍କୁଲର ଛାତ୍ରଛାତ୍ରୀ ଅସସ୍ଥ । ଅସୁସ୍ଥ ଛାତ୍ରଛାତ୍ରୀ ଟିଟିଲାଗଡ ମେଡିକାଲରେ ଭର୍ତ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ ଛାତ୍ରଛାତ୍ରୀ । ଏହା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହା କାହିଁକି ହେଲା ତାର କାରଣ ଜଣାପଡିନାହିଁ ।
Views: 37