The Ultimate Managed Hosting Platform
ADVERTISEMENT

ଭିତ୍ତିଭୂମି ଅସୁବିଧା ଯୋଗୁଁ କଟୁଛି ଲାଇନ : ଶକ୍ତି ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଅସହ୍ୟ ତାତି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି। ଏପରିକି ଘଣ୍ଟା ଘଣ୍ଟା ଧରି ଲାଇନ ରହୁନଥିବା ଲୋକମାନେ ଅଭିଯୋଗ ହୋଇଛି । ସେହିପରି ଲୋ ଭୋଲଟେଜ ସମସ୍ୟା । ଏହିପରି ଅନେକ ସମସ୍ୟା ଉପୁଜିଥିବା ବେଳେ ରାଜ୍ୟରେ ପାୱାର ସଟେଜ ନାହିଁ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ପାୱାର କଟ କେଉଁଠି ହେଉନାହିଁ । ପବନ ହେଲେ ଲାଇନ କାଟିବାକୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି। ଖୁଣ୍ଟ ଲଗେଇକି ତାର ଲଗେଇବା ସମୟ ସାପେକ୍ଷ। ଯେଉଁଠି ଦୁଇ ତିନି ଘଣ୍ଟା ଲାଇନ କଟୁଛି ଏଇଟା ଭିତ୍ତିଭୂମି ଅସୁବିଧା ପାଇଁ ହେଉଛି।
ବିଶେଷକରି ରାତିରେ ବିଜୁଳି କାଟ୍ ଲୋକଙ୍କ ଦୁଃଖ ବଢ଼ାଇ ଦେଉଛି । ଘନ ଘନ ବିଦ୍ୟୁତ କାଟ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ବର୍ଷା ପବନ ହେଲେ ଘଣ୍ଟା ଘଣ୍ଟା ଲାଇନ କଟୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ଚିଠି । ମହାନଦୀ ଜଳ ବିବାଦ ନେଇ ପ୍ରତିଉତ୍ତର ରଖି ଲେଖିଲେ ଚିଠି ।ଆପୋସ ଆଲୋଚନାରେ...

ADVERTISEMENT

Login