ପୁରୀ : ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର । ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ଇଲେକ୍ଟ୍ରି ଭେହିକିଲ ସୁବିଧା କରାଇଦେବା ନାଁରେ ଲାଞ୍ଚ ନେଉଥିଲେ ପୁରୀ ପ୍ରାଣୀ ଚିକିତ୍ସା କାର୍ୟ୍ୟାଳୟର କାର୍ୟ୍ୟରତ ସେକ୍ସନ ଅଫିସର୍ ମନୋଜ ମହାନ୍ତି । ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ପୁରୀ ପ୍ରାଣୀ ଚିକିତ୍ସା କାର୍ୟ୍ୟାଳୟରୁ ତାଙ୍କୁ ଧରିଛି ଭିଜିଲାନ୍ସ ଧରିଛି ।
Views: 63











