ରେଢାଖୋଲ : ଭୁବନେଶ୍ୱର ଯିବା ବେଳେ ବିଧାୟକ ଲକ୍ଷ୍ମଣ ବାଗ ହଟହଟା । ରାସ୍ତା ରୋକ ବେଳେ ବିଧାୟକଙ୍କୁ ନାଳ ଦେଇ କାର ନେବାକୁ ବାଧ୍ୟ କଲେ । କେରାଣ୍ଡି ନାଳ ବ୍ରିଜ ନିର୍ମାଣ ଦାବିରେ ପଣ୍ଡକିମାଲ ଠାରେ ହେଉଥିଲା ରାସ୍ତାରୋକ । ଟାୟାର ଜାଳି ଏନଏଚ ଅବରୋଧ କରିଥିଲେ ୧୫ ଖଣ୍ଡ ଗାଁ ଲୋକ । ସେହି ରାସ୍ତା ଦେଇ ଭୁବନେଶ୍ୱର ଯିବା ବେଳେ ଲକ୍ଷ୍ମଣ ବାଗଙ୍କୁ ଘେରିଲେ । ଲୋକଙ୍କ ଦାବି ପତ୍ର ଗ୍ରହଣ କରିବା ସହ ସରକାରଙ୍କ ଦୃଷ୍ଟିକୁ ନେବି କହିଲେ ।
Views: 58











