The Ultimate Managed Hosting Platform
ADVERTISEMENT

ବ୍ରାଉନସୁଗାର ଜବତ, ଚଢାଉ ବେଳେ ଅବକାରୀ ଟିମ୍ ହଟହଟା

Facebook
Twitter
LinkedIn

ବାଲେଶ୍ୱର : ବ୍ରାଉନସୁଗାର ଜବତ କରିବାକୁ ଆସି ହଟହଟା ହେଲେ ଅବକାରୀ ଟିମ୍ ।ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡାଇ ନେଲେ ଲୋକ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗାର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ ଟିମ୍ । ସେଠାରେ ବ୍ରାଉନସୁଗାର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ । ସେହି ସମୟରେ ମହିଳାଙ୍କ ପରିବାର ଆସି ଅବକାରୀ ବିଭାଗ ଗାଡିର ଡ୍ରାଇଭରକୁ ଧକ୍କା ମାରି ଚାବି ଛଡାଇ ନେଇଥିଲେ । ମୁଲତାନି ମାଟିକୁ ବ୍ରାଉନସୁଗାର ଦର୍ଶାଇ ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି । ସେପଟେ ବ୍ରାଉନସୁଗାର ଜବତ ହୋଇଥିବା କହିଛି ଅବକାରୀ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ୮ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଅଗ୍ନିଶମ ଟିମ୍ ଦ୍ୱାରା...

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login