The Ultimate Managed Hosting Platform
ADVERTISEMENT

ମାଳଦ୍ୱୀପରେ ଫଶିଛନ୍ତି ୪୦ରୁ ଅଧିକ ଓଡିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ

Facebook
Twitter
LinkedIn

ଭୁବନେଶ୍ୱର : ମାଳଦ୍ୱୀପରେ ଫଶିଛନ୍ତି ୪୦ରୁ ଅଧିକ ଓଡିଆ ଯୁବକ । ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ । କାମ କଲା ପରେ ଟଙ୍କା ଦେଉନାହିଁ କମ୍ପାନୀ । ଟଙ୍କା ମାଗିଲେ ବିଜୁଳି କାଟି ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ୧୫ ଯୁବକଙ୍କ ସମେତ ଓଡିଶାର ୪୦ ଜଣ ଯୁବକ ମାଳଦ୍ୱୀପ ଯାଇଥିଲେ । ସେଠାରେ ଗାନ୍ ଇଗ୍ନେସ ନାମକ କମ୍ପାନୀରେ କାମ କରୁଥିଲେ ।ମାସେ କାମ କଲା ପରେ କମ୍ପାନୀ ଠିକରେ ଦରମା ଦେଲା ନାହିଁ । ଟଙ୍କା ମାଗିଲେ ରୁମରୁ ବିଦ୍ୟୁତ କାଟି ଦେଉଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ତୁରନ୍ତ ସେମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login