The Ultimate Managed Hosting Platform
ADVERTISEMENT

ବୋଲେରୋକୁ ଧକ୍କା ଦେଲା ଟ୍ରକ,ଚାଲିଗଲା ଚାଳକଙ୍କ ଜୀବନ

Facebook
Twitter
LinkedIn

ଧର୍ମଗଡ଼: ବୋଲେରୋକୁ ଧକ୍କା ଦେଲା ଟ୍ରକ । ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଘଟିଛି ଦସ୍ୱର୍ଦ୍ଭଟଣା । ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ଏଣେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି। ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login