The Ultimate Managed Hosting Platform
ADVERTISEMENT

ବୋରୱେଲରେ ଫସିଥିବା ୯ ବର୍ଷର ବାଳକ ଉଦ୍ଧାର

Facebook
Twitter
LinkedIn

ଜୟପୁର: ପୁଣି ବୋରଓ୍ବେଲ ଅଘଟଣ । ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଲା ୯ ବର୍ଷର ବାଳକ । ପ୍ରାୟ ୭ ଘଣ୍ଟା ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଏକ ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଥିଲା ୯ ବର୍ଷ ବୟସ୍କ ଲକି । ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ସେ ଲାଖିଯାଇଥିଲା । ଲକିକୁ ଅମ୍ଳଜାନ ଓ ପାନୀୟ ଦିଆଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login