The Ultimate Managed Hosting Platform
ADVERTISEMENT

ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ

Facebook
Twitter
LinkedIn

କେନ୍ଦ୍ରାପଡା : ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ । ୩ କ୍ୱିଣ୍ଟାଲ ମାଛ ଜବତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗଭୀର ସମୁଦ୍ର ଏକକୂଳିଆରେ ବେଆଇନ ମାଛ ଧରୁଥିବା ସମୟରେ ଚଢାଉ କଲା ଶାସନୀପେଟା ବନବିଭାଗ । ମା ସୁନା ତାରିଣୀ-୯ ନାମକ ବୋଟ ଉପରେ ଚଢାଉ କରି ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ମତ୍ସ୍ୟଜୀବୀ ଓ ବୋଟ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login