The Ultimate Managed Hosting Platform
ADVERTISEMENT

ବିମାନବନ୍ଦରରୁ ସାପ, କଇଁଛ ଉଦ୍ଧାର

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର । ଝିଟିପିଟି, ଗୋଧି, କାଲିଫର୍ଣ୍ଣିଆ ସାପ ଉଦ୍ଧାର କଲା କଷ୍ଟମ୍ସ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ୱର ଦେଇ ଚେନ୍ନାଇ ଚାଲାଣ ହେଉଥିଲା । ତାହା ପୁଣି ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ଚାଲାଣ ବେଳେ ୯ଟି କିଙ୍ଗ ସ୍ନେକ୍, ୧୦ଟି ଏଣ୍ଡୁଅ,୧୨ କଇଁଛ ଜବତ ହୋଇଛି । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧାରା ପଡ଼ିଥିଲେ ଯୁବକ । ଯୁବକ ଜଣଙ୍କ ତାମିଲନାଡ଼ୁର ଶଙ୍କର ମୁର୍ଗନ୍ । ସେ ବିକ୍ରି ପାଇଁ ପାଇଁ ଲଗେଜରେ ଭର୍ତ୍ତି କରି ଆଣିଥିଲେ । ତେବେ ସେ କଣ ପାଇଁ ଆଣିଥିଲେ ସେନେଇ ତଦନ୍ତ କରୁଛି ବନ ବିଭାଗ । ଉଦ୍ଧାର ସାପ, କଇଁଛ, ଏଣ୍ଡୁଅ ନନ୍ଦନ କାନନରେ ରକ୍ଷାଯିବ ସୂଚନା ଦେଲେ ବନ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login