The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବାନ୍ଧି ହେଲେ ସାରା ଖାନ

Facebook
Twitter
LinkedIn

ମୁମ୍ବାଇ : ଟିଭିର ପପୁଲାର ଅଭିନେତ୍ରୀ ଏବଂ ବିଗ୍ ବସ୍ ୪ ପ୍ରତିଯୋଗୀ ସାରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଅକ୍ଟୋବର ୬ ତାରିଖରେ ପ୍ରଯୋଜକ-ଅଭିନେତା କ୍ରିଷ ପାଠକଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ । ଏହା ସାରା ଖାନଙ୍କର ଦ୍ୱିତୀୟ ବିବାହ, କାରଣ ସେ ପୂର୍ବରୁ ବିଗ୍ ବସ୍ ଘର ଭିତରେ ଅଲି ମର୍ଚ୍ଚାଣ୍ଟଙ୍କୁ ବିବାହ କରିଥିଲେ, ଏହି ବିବାହ ମାତ୍ର ଦୁଇ ମାସ ଚାଲିଥିଲା । ସାରା ତାଙ୍କ ବିବାହ ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ । ଅଭିନେତ୍ରୀ କହିଛନ୍ତି ଯେ, ‘ଯେବେଠାରୁ ମୁଁ କ୍ରିଷଙ୍କ ସହିତ ରହିବା ଆରମ୍ଭ କଲି, ମୁଁ ତାଙ୍କ ସ୍ତ୍ରୀ ପରି ଅନୁଭବ କରିବାକୁ ଲାଗିଲି । କିନ୍ତୁ କୋର୍ଟ ମ୍ୟାରେଜର ଅଭିଜ୍ଞତା କିଛି ଅଲଗା ଥିଲା । ମୋ ମନରେ ଖୁସି ଭରିଗଲା । ଫଟୋ ସେୟାର କରି ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଡିସେମ୍ବରରେ ଧୂମଧାମରେ ବିବାହ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login