ଭୁବନେଶ୍ୱର : ବିଧାନସଭାରେ ଉଠିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ପ୍ରସଙ୍ଗ । ଅବହେଳିତ ବାସଭବନ ପ୍ରସଙ୍ଗ ଉଠାଇଲେ ଖଣ୍ଡପଡା ବିଧାୟକ । ନବକୃଷ୍ଣ ଏବଂ ମାଳତୀ ଚୈାଧୁରୀଙ୍କ ଜରାଜୀର୍ଣ୍ଣ ଫଟୋ ଦେଖାଇଲେ । କିଭଳି ସ୍ଥ୍ିତିରେ ବାସଭବନ ଅଛି ପ୍ରଶ୍ନ କଲେ ସୈାମ୍ୟରଞ୍ଜନ । ଆମେ କାହାକୁ ନେଇ ଗର୍ବ କରିବା ବୋଲି କହିଲେ ସୈାମ୍ୟରଞ୍ଜନ । ଐତିହ୍ୟ ପରମ୍ପରାକୁ ନେଇ ଗର୍ବ କରିବା । ଏଠି ମୁଁ କାହାକୁ ଛୋଟବଡ କହିବାକୁ ଚାହୁଁନାହିଁ । ଗୃହରେ ମୋ ସହ ସମସ୍ତେ ସହମତ ହେବ ବୋଲି କହିଛନ୍ତି ସୈାମ୍ୟରଞ୍ଜନ । ସରକାରଙ୍କ ଦୃଷ୍ଟି ଦେବାକୁ ଦାବି କଲେ ।
Views: 73