The Ultimate Managed Hosting Platform
ADVERTISEMENT

ପ୍ରତାରକ ପୁଲିସ କନଷ୍ଟେବଳ !

Facebook
Twitter
LinkedIn

ଭୁବନେଶ୍ୱର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକିଲେ କନଷ୍ଟେବଳ । ଲିଭ-ଇନରେ ରହିବା ପରେ ଛୁ ମାରିଲେ କନଷ୍ଟେବଳ । କଟକ ଷଷ୍ଠ ବାଟାଲିୟନର କନଷ୍ଟେବଳ ପ୍ରୀତିରଂଜନ ବେହେରା । ଯୁବତୀଙ୍କୁ ଠାରୁ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ । ପୂର୍ବରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ନ୍ୟାୟ ନ ମିଳିବାରୁ ଡିସିପିଙ୍କ ଅଫିସରେ ଫେରାଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login