ଭୁବନେଶ୍ୱର : ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀଙ୍କ ପ୍ରତିକ୍ରିୟା । ବିଜେଡିରେ ଯାହା ଚାଲିଛି ଠିକ ଚାଲିନି ମୁଁ ପ୍ରଥମେ ଉଠାଇଥିଲି । ଦଳରେ ବହୁ ଲୋକ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ ଚାଲିଲେ ଗ୍ରହଣୀୟତା ରହିବନି । ବିଜେଡିର ଚରିତ୍ରକୁ ଲୋପ କରି ଜାତୀୟ ଦଳର କଥାରେ ଚାଲିଲେ । ବ୍ୱକଫ ପ୍ରସଙ୍ଗରେ ନିଜର ସ୍ୱତନ୍ତ୍ରତା ରଖିଲା ନାହିଁ ବିଜେଡି । ଓଡିଶାରେ ନୂଆ ଆଞ୍ଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ । ବିଜେଡି ଛିଡୁଛି ସୁନିଶ୍ଚିତ ବୋଲି କହିଛନ୍ତି ଅମର ପ୍ରସାଦ ଶତପଥୀ ।
।
Views: 28