ନୂଆଦିଲ୍ଲୀ : ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ । ଏପ୍ଲସ କାଟାଗୋରୀରେ ରୋହିତ ଶର୍ମା, ବିରାଟ କୋହଲି, ବୁମରା, ଜାଡେଜା । ଏ କାଟାଗୋରୀରେ ସିରାଜ, କେଏଲ ରାହୁଲ, ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମୀ ଓ ରିଶଭ ପନ୍ଥ ସାମିଲ । ବି କାଟାଗାରେୀରେ ସୂର୍ଯ୍ୟ କୁମାର , କୁଲଦୀପ ଯଦାପ, ଅକ୍ଷର ପଟେଲ. ଯଶସ୍ୱୀ ଜୟସ୍ୱାଲ ଓ ଶ୍ରେୟସ ଆୟର ସାମିଲ । ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟକୁ ଫେରିଲେ ଆୟର, କିଶନ । ଶ୍ରେୟସ ଆୟରଙ୍କୁ ଗ୍ରେଡ ବି ଓ ଇଶାନ କିଶନଙ୍କୁ ଗ୍ରେଡ ସି କଣ୍ଟ୍ରାକ୍ଟ । ଘରୋଇ କ୍ରିକେଟ ନଖେଳିବା କାରଣରୁ ଶ୍ରେୟାସ ଆୟର ଓ ଇଶାନ କିଷାନଙ୍କୁ ଗତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଥିଲା । ଏଥର କିନ୍ତୁ ଦିନିକିଆରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଛି । ସେ ନିଜ ଦକ୍ଷତାକୁ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲେ । ସେହିପରି ଇଶାନ କିଷାନଙ୍କୁ ବେଶି କିଛି କରିବାକୁ ପଡ଼ିନଥିଲା । ହେଲେ ବିସିସିଆଇ ତାଙ୍କୁ ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଛି ।
A+ କାଟାଗୋରୀରେ ରହିଛନ୍ତି – ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ।
A କାଟାଗୋରୀରେ ରହିଛନ୍ତ – କେଏଲ ରାହୁଲ, ଶଭମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଏବଂ ରିଷଭ ପନ୍ତ
B କାଟାଗୋରୀରେ ରହିଛନ୍ତ- କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଜୟସ୍ୱାଲ, ସୂର୍ୟ୍ୟକୁମାର ଯାଦବ, ଶ୍ରେୟାସ ଆୟର
C କାଟାଗୋରୀରେ ରହିଛନ୍ତ- ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିଭମ ଦୁବେ, ରବି ବିଷ୍ଣୋଇ, ଓ୍ୱାସିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଷାନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହରିଷିତ ରାଣା ।
ବିସିସିଆଇର ବାର୍ଷିକ ଚୁକ୍ତି, ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟକୁ ଫେରିଲେ ଆୟର, କିଶନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











