ଭୁବନେଶ୍ୱର : ବାଣୀବିହାର ଛକରେ କିଟ ବିଶ୍ୱବିଦ୍ୟାଳୟ ତାତି । କିଟ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଜୋରଦାର ବିକ୍ଷୋଭ । ଡିମଡ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର ଦାବି କଲା ଛାତ୍ର କଂଗ୍ରେସ ।
Views: 25