The Ultimate Managed Hosting Platform
ADVERTISEMENT

ବସକୁ ପିଟିଲା ବସ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Facebook
Twitter
LinkedIn

ବାଲୁଗାଁ : ବସକୁ ପିଟିଲା ବସ । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ବସ ସୁବୁଦ୍ଧିପାଟଣା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧି ପାଟଣା ଛକ ନିକଟରେ ଯାତ୍ରୀଙ୍କୁ ନେବା ପାଇଁ ରାସ୍ତାକଡରେ ବସଟି ଛିଡା ହୋଇଥିବା ବେଳେ ପଛରୁ ଅନ୍ୟ ଏକ ବସ ଧକ୍କା ଦେଇଥିଲା । ଆସିକାରୁ ଭୁବନେଶ୍ବର ଆସୁଥିବା ଆଉ ଏକ ବସ ପଛପଟୁ ଧକ୍କା ଦେଇଥିଲା । ବସର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଏସଆରଏ

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ବ୍ୟାସନଗର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ) । ବ୍ୟାସନଗର ତହସିଲ ଏସଆରଏ ହେମନ୍ତ କୁମାର ପେରେଇ ଧରାପଡିଲେ । ୪୫୦୦ ଟଙ୍କା...

ADVERTISEMENT

Login