The Ultimate Managed Hosting Platform
ADVERTISEMENT

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍ରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍ । ଲରେନ୍ସର ସହଯୋଗୀ କାନାଡ଼ା ବେସଡ୍ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ସଲମାନଙ୍କ ସହ କଥାହେବ ବୋଲି କହିଛି । ଇମେଲ୍ ହିନ୍ଦିରେ ଲେଖାଥିଲା । ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲ୍ରେ ଲେଖାଥିଲା । ଏଫଆଇଆରରେ ସାମ୍ନାକୁ ଆସିଛି ଆଉ ଏକ ରୋହିତ ଗ୍ୟାଙ୍ଗର ନାଁ । ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଛି ତାନୁହେଁ, ପୂର୍ବରୁ ୨୦୧୮ରେ ମଧ୍ୟ ଲରେନ୍ସ ପକ୍ଷରୁ ଧମକ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ମୁମ୍ବାଇ ପୋଲିସ ସଲମାନଙ୍କୁ Y+ ସୁରକ୍ଷା ବ୍ୟବସ୍ଥା ଦେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login