The Ultimate Managed Hosting Platform
ADVERTISEMENT

ବନ୍ଧୁକ ତିଆରି କାରଖାନା ଠାବ

Facebook
Twitter
LinkedIn

କଟକ : କଟକ ଉପକଣ୍ଠ ବୟାଳିସ ମୌଜା ଅନ୍ତର୍ଗତ ଧୂଳେଶ୍ୱର ଗ୍ରାମରେ ବନ୍ଧୁକ ତିଆରି କାରଖାନାକୁ ଠାବ କଲା କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ । ବାୟାଳିସ ମୌଜା ଧୁଲେଶ୍ୱର ଗାଁର ଶରତ ଯାଦବ ଘରେ ଚଢ଼ାଉ କରି ୩୦ ରୁ ଉର୍ଦ୍ଧ୍ଵ ବନ୍ଧୁକ ସହିତ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ମେସିନ ଜବତ କରିଛି ଏସଟିଏଫ୍ । ମାସେ କି ଦୁଇମାସ ନୁହେଁ ପ୍ରାୟ ଦୁଇ ବର୍ଷ ହେବ ଚାଲିଥିଲା ଏହି ସାଙ୍ଘାତିକ କାରବାର । କାରବାରରେ ସମ୍ପୃକ୍ତ ଘର ମାଲିକଙ୍କ ସମେତ ୪ ଜଣଙ୍କୁ ନିଜ କବ୍ଜାକୁ ନେଇ ଏସ ଟି ଏଫ୍ ତଦନ୍ତ ଜାରି ରଖିଛି । ଏହି କରବାରର ଚେର ବାୟାଲିଶ ମୌଜା ଧୂଳେଶ୍ଵରରୁ ପଶ୍ଚିମବଙ୍ଗ ଦେଇ ବିହାରକୁ ଲମ୍ବି ଥିବା ପ୍ରାଥମିକ ଭାବରେ ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login