The Ultimate Managed Hosting Platform
ADVERTISEMENT

ବନ ମହୋତ୍ସବରେ ଯୁବପୀଢିଙ୍କ ନିଆରା ପ୍ରୟାସ

Facebook
Twitter
LinkedIn

ବ୍ୟୁରୋ : ବୃକ୍ଷ ହିଁ ଜୀବନ । ଆଗାମୀ ଭବିଷ୍ୟତଙ୍କର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ । ବ୍ୟସ୍ତ ବହୁଳ ଜୀବନରେ ଗଛଟିଏ ଲଗାଇବା ଆମର କର୍ତ୍ତବ୍ୟ । କିନ୍ତୁ ଗଛଟିଏ ଲଗାଇବା ପାଇଁ କେହି ବି ଧ୍ୟାନ ଦେଉନାହାନ୍ତି । ପିଲାଠୁ ବୟସ୍କ ସମସ୍ତେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା ଉଚିତ । ପ୍ରତ୍ୟେକ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ । ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ କେ,ଏନ ମୁନସୀ ଏହାକୁ ଲଞ୍ଚ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଅର୍ନ୍ତଗତ ନିଆଳି ବ୍ଲକର କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ ପ୍ରାଚୀ ନଦୀ କୂଳରେ ମା ପାଇଁ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲେ । ସନ୍ତୋଷ ମଲ୍ଲିକଙ୍କ ନେତୃତ୍ୱରେ ନରେଶ ସାହୁ, ଦିନ ବନ୍ଧୁ ବାରିକ ଏବଂ ଥାନା ଅଧିକାରୀ ଆଇଆଇସି ମମତା ଏଥିରେ ସହଯୋଗ କରିଥିଲେ । ମୌସୁମୀ ବର୍ଷା ଆମ ଭୂମିକୁ ଆଶୀର୍ବାଦ କରୁଥିବାରୁ ଏବଂ ଭବିଷ୍ୟତ ପିଢୀଙ୍କ ପାଇଁ ଆଶାର ବୀଜ ରୋପଣ କରିବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ମଣିଷ ଗଛଟିଏ ଲଗାଇବା ଉଚିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login