The Ultimate Managed Hosting Platform
ADVERTISEMENT

ବଣାଇ ସହରରେ ଦନ୍ତାର ଉତ୍ପାତ

Facebook
Twitter
LinkedIn

ବଣାଇ : ବଣାଇ ସହରରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ । ସହରରେ ପଶି ଆତଙ୍କ ଖେଳାଇଛି ଦନ୍ତା ହାତୀ । ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଉଛି ହାତୀ । ସହରବାସୀ ଆତଙ୍କିତ , ଘରୁ ବାହାରୁ ନାହାନ୍ତି ଲୋକେ । ଖବର ଅନୁଯାୟୀ, ଗତ କିଛି ଦିନ ହେବ ବଣାଇ ଅଞ୍ଚଳରେ ଗୋଟେ ହାତୀ ଉତ୍ପାତ କରୁଥିବା ବେଳେ ଆଜି ହାତୀଟି ବଣାଇ ସହରର ମୁଖ୍ୟ ରାସ୍ତାକୁ ଚାଲିଆସିଛି । ଲୋକଙ୍କୁ ଆକ୍ରମଣ କରିବାକୁ ହାତୀଟି ଗୋଡାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୟରେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି । ହାତୀଟି ସହରକୁ ପଶି ଆସି ବିଭିନ୍ନ କଲୋନୀରେ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଜି ସକାଳେ ସ୍ଥାନୀୟ ଲୋକେ ସହର ଭିତରେ ହାତୀ ବୁଲୁଥିବାର ଦେଖି ଭୟଭୀତ ହୋଇପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login