The Ultimate Managed Hosting Platform
ADVERTISEMENT

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୀଳାଚଳ ଏକ୍ସପ୍ରେସ୍

Facebook
Twitter
LinkedIn

ଲକ୍ଷ୍ନୌ : ବଡ଼ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ । ଟ୍ରେନଟି ଲକ୍ଷ୍ନୌ ନିକଟସ୍ଥ ନିଗୋହାନ ରେଳ ଷ୍ଟେସନ ଦେଇ ଗତି କରୁଥିବାବେଳେ ଲୋକୋପାଇଲଟ୍ ଟ୍ରେନର ଗତିରେ କିଛିଟା ଅସ୍ବାଭାବିକତା ଅନୁଭବ କରିଥିଲେ । ଜଣାପଡ଼ିଥିଲା ଯେ ରେଳଧାରଣାଟି ବଙ୍କା ରହିଛି । ଏହି କାରଣରୁ ଟ୍ରେନଟିରେ କମ୍ପନ ଅନୁଭବ ହେଉଛି । ଏହାପରେ ଲୋକୋପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ । ଏହା ସହିତ ସେ ଘଟଣା ସମ୍ପର୍କରେ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ବୈଷୟିକ ଟିମ ପହଞ୍ଚିବା ସହ ଟ୍ରାକରେ ଆବଶ୍ୟକ ମରାମତି କାମ ଆରମ୍ଭ ହୋଇଥିଲା । ସେପଟେ ପୂରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଆରଏମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login