ଭୁବନେଶ୍ୱର : ଗାନ୍ଧିମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଆନେ୍ଦାଳନ । ହଜାର ହଜାର ସଂଖ୍ୟାରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । ୨ ଦଫା ଦାବି ନେଇ ଆନେ୍ଦାଳନ କରୁଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୪୨ ଶହ ଗ୍ରେଡ ପେ, ମୂଳ ଚାକିରି ସହ ୬ଟି ଇନକ୍ରିମେଣ୍ଟ ଦାବି । ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବୀ କରିଛି ମହାସଂଘ। ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ହଜାର ୪୦୦ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି । ଏହାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରିବାକୁ ଦାବୀ କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ।
Views: 38











