The Ultimate Managed Hosting Platform
ADVERTISEMENT

ପ୍ରମିଳାଙ୍କ ଆଗୁଆ ଜାମିନ୍ ଆବେଦନ

Facebook
Twitter
LinkedIn

ଭୁବନେଶ୍ୱର : ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ପ୍ରମିଳା ମଲ୍ଲିକ । ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରିଛନ୍ତି ଆବେଦନ । ନିକଟରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ କରିଥିଲା ଇଡି ।କେଉଁ କାରଣ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ସ୍ପଷ୍ଟ ହୋଇନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login