The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପ୍ରବଳ ବର୍ଷା ପରେ ବଢୁଛି ସୁବର୍ଣ୍ଣରେଖା

Facebook
Twitter
LinkedIn

ଭୁବନେଶ୍ୱର : ଲଗାଣ ବର୍ଷା ପରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଝାଡଖଣ୍ଡର ଗାଲୁଡିହି ବ୍ୟାରେଜ । ୨ ଲକ୍ଷ ୪୨ ହଜାର କ୍ୟୁସେକ ଜଳ ବ୍ୟାରେଜରୁ ଛଡାଗଲା । ଜଳସ୍ତର ବଢୁଥିଲେ ବି ବିପଦ ନାହିଁ କହିଲେ ଜଳ ସମ୍ପଦ ବିଭାଗ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି ।ଗତ ୨ ଦିନ ପୂର୍ବେ ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ମୌସୁମୀର ଆଗମନ ହୋଇଥିବାବେଳେ ରାଜ୍ୟରେ ବନ୍ୟା ସ୍ଥିତି ଦେଖାଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT