ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ମୁନ୍ନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ରେଡ । ବାଙ୍କୀ ବୈଦେଶ୍ୱର ଥାନା କଳାପଥର ସ୍ଥିତ ପୈତୃକ ଘରେ ରେଡ । ମହାଘୋଟାଲାରେ ମୁନାର ଲିଙ୍କକୁ ନେଇ ଖୋଳତାଡ ଚାଲିଛି । ତେବେ ପୋଲିସ ଏସଆଇ ପରୀକ୍ଷାରେ ଘୋଟାଲା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି । ଗତକାଲି ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୧୧୦ ଜଣଙ୍କ ମୋବାଇଲ ସାଇବର ସେଲକୁ ପଠାଯାଇଥିଲା । ଖୁବଶୀଘ୍ର ଏହାର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଧରାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।
Views: 48











