The Ultimate Managed Hosting Platform
ADVERTISEMENT

ଢାକା ବିମାନବନ୍ଦରରେ ଅଗ୍ନିକାଣ୍ଡ , ସମସ୍ତ ବିମାନ ଉଡାଣ ରଦ୍ଦ

Facebook
Twitter
LinkedIn

ଢାକା : ବାଂଲାଦେଶର ଢାକା ବିମାନବନ୍ଦରରେ ବଡ ଅଗ୍ନିକାଣ୍ଡ । ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଲାଗିଲା ନିଆଁ । ଦ୍ୱିପ୍ରହର ସମୟ ୨.୩୦ ମିନିଟରେ ନିଆଁ ଲାଗିଥିବା ସୂଚନା ରହିଛି । ସାମୟିକ ଭାବେ ବିମାନ ଚଳାଚଳ ବାତିଲ ଘୋଷଣା । ନିଆଁ ଲିଭାଇବାକୁ ଅଗ୍ନିଶମ ଟିମର ଉଦ୍ୟମ ଜାରି । ଦିଲ୍ଲୀରୁ ଢାକାକୁ ଯାଉଥିବା ବିମାନକୁ କୋଲକତାରେ ଅବତରଣ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login