The Ultimate Managed Hosting Platform
ADVERTISEMENT

ପୋଲରୁ ଖସିଲା ବାଇକ

Facebook
Twitter
LinkedIn

ମୋହନା : ପୋଲରୁ ତଳକୁ ଖସିପଡିଲା ବାଇକ । ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆର.ଉଦୟଗିରି ଥାନା ଡୁମ୍ବା ପାର୍କ ନିକଟ ପୋଲରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login