The Ultimate Managed Hosting Platform
ADVERTISEMENT

କୋଠା ଭୁଶୁଡି ଚାଲିଗଲା ୨ ଶ୍ରମିକଙ୍କ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭୁଶିଡିଲା ନିର୍ମାଣଧୀନ କୋଠା । ବେଲକମରେ ଭୁଶୁଡିଲା ନିର୍ମାଣାଧୀନ ପୁରୁଣା କୋଠା । ଦ୍ୱିମହଲା କୋଠା ଭୁଶୁଡି ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କୋଠା ଶୁଭୁଡି ଜଣେ ଗୁରୁତର । ରାତି ପ୍ରାୟ ୨ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଘଟଣାର ଯାଞ୍ଚ ଚାଲିଥିବା ବେଳେ ଘର ମାଲିକଙ୍କ ନାମ ସାଜିଦ ହୋଇଥିବା ଜଣାପଡ଼ିଛି । ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login