The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁଣି ବାଛୁରୀ ମାରିଲା ବାଘ

Facebook
Twitter
LinkedIn

ନୂଆପଡା : ନୂଆପଡା ସଦର ରେଞ୍ଜରେ ପୁଣି ବାଘ ଆତଙ୍କ । ତରିଆମହୁଆଭଟ୍ଟା ଗାଁରେ ବାଛୁରୀକୁ ମାରି ଖାଇଲା ବାଘ । ହୁମନ ନାଏକଙ୍କ ଗୁହାଳର କିଛି ଦୂରରେ ପଡିଛି ମୃତଦେହ । ଗାଁରେ ପଶି ବାଛୁରୀକୁ ମାରିବା ପରେ ଲୋକେ ଭୟଭୀତ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନବିଭାଗ ।
ଅନ୍ୟପଟେ ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ । ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ଲୁଚି ଛପି ବାଘ ପଶୁଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତିରେ ବାଘ ସଦୃଶ୍ୟ ଜଙ୍ଗଲୀ ଜନ୍ତୁ ଗାଁରେ ଲୁଚିଛପି ପଶୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login