The Ultimate Managed Hosting Platform
ADVERTISEMENT

ପୁଣି ଦିଲ୍ଲୀ ଗଲେ ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୧୯ ଦିନରେ ମନମାହେନ ସାମଲଙ୍କ ଏହା ଚତୁର୍ଥ ଦିଲ୍ଲୀ ଗସ୍ତ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ । ଚୂଡାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ । ଦିଲ୍ଲୀରେ ଆଜି ସନ୍ଧ୍ୟାରେ ବସିବ ବିଜେପି କୋର କମିଟି ବୈଠକ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବେ । ଭଲ ସଂଗଠନ ଓ ବିଜୟ ସମ୍ଭାବନା ଭଳି ସବୁ ଦିଗକୁ ନେଇ ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login