The Ultimate Managed Hosting Platform
ADVERTISEMENT

ଜେଲରେ କଏଦୀଙ୍କ ମଧ୍ୟରେ ହାତାହାତି

Facebook
Twitter
LinkedIn

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲରେ କଏଦୀଙ୍କ ମଧ୍ୟରେ ତୁମୁଳ କାଣ୍ଡ । ପୋଲିସ ଇନଫର୍ମର ସନେ୍ଦରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ଗଣ୍ଡଗୋଳ କରିଥିବା ୭ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା । କଏଦୀଙ୍କ ଠାରୁ ମୋବାଇଲ ମିଳିବା ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା । ମୋବାଇଲ ଦବତ କରିବା ପରେ ପୋଲିସ ଇନଫର୍ମର ସନେ୍ଦହରେ କୁଖ୍ୟାତ ନିଶା ମାଫିଆ ଗ୍ୟାଙ୍ଗଙ୍କ ଆକ୍ରମଣରେ ଶିକାର ହୋଇଛନ୍ତି ଅନ୍ୟ ଜଣେ ଅଭିଯୁକ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login