ପୁରୀ: ପାସେଞ୍ଜର ଟ୍ରେନରେ ନିଆଁ । ମାଳତୀପାଟପୁର ଓ ହୁଲୁହୁଳିଆ ପୋଲ ମଧ୍ୟରେ ଟ୍ରେନରୁ ନିଆଁ ବାହାରିଥିବା ନେଇ ସୂଚନା ମିଳିଛି । ପୁରୀ-ପାସେଞ୍ଜର ଟ୍ରେନର ବ୍ରେକ ବାଇଣ୍ଡିଙ୍ଗ ଘଷି ହୋଇ ନିଆଁ ବାହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ରେଳ କର୍ମଚରୀ ତୁଦରନ୍ତ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ଯାହା ଦ୍ୱାର ଏକ ବଡ ଅଘଟଣ ଟଳି ଯାଇଥିଲା ।
Views: 101











