ଭୁବନେଶ୍ୱର : ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗ । ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ସିଡ୍ୟୁଲ ଏରିଆରେ ସର୍ବନିମ୍ନ ୨୦ ପିଲା ଥିଲେ ଖୋଲିବ ସ୍କୁଲ । ନନ୍ ସିଡ୍ୟୁଲ ଏରିଆରେ ସର୍ବନିମ୍ନ ୪୦ ପିଲା ଥିଲେ ସ୍କୁଲ ଖୋଲିବ । ବନ୍ଦ ସ୍କୁଲ ଖୋଲିବା ପାଇଁ ନୀତିଗତ ବ୍ୟବସ୍ଥା ରହିଛି । ପୂର୍ବ ସରକାର ତରବରିଆ ଭାବେ ମିଶ୍ରଣ କରିଥିଲେ । ସମୁଦାୟ ୫ ହଜାର ୬୩୨ ସ୍କୁଲକୁ ମିଶ୍ରଣ କରିଥିଲେ । ସମୁଦାୟ ୫ ହଜାର ୬୩୨ ସ୍କୁଲକୁ ମିଶ୍ରଣ କରିଥିଲେ । ୨ ହଜାର ୧୫୨ ସାଟେଲାଇଟ ସ୍କୁଲକୁ ମିଶ୍ରଣ କରାଯାଇଛି ।
Views: 19