ବ୍ରହ୍ମପୁର : ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ । ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ । ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଅଶ୍ଲିଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି । ଧମକପୂର୍ଣ୍ଣ ଫୋନ କଲକୁ ନେଇ ଆମେ ଭୟଭୀତ ଅଛୁ । ଆମ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦିଆଯାଉ ।
Views: 72











