The Ultimate Managed Hosting Platform
ADVERTISEMENT

ନୂଆପଡାରେ ମୁଖ୍ୟମନ୍ତ୍ରୀ ; ଯାଞ୍ଚ ହେଲା ହେଲିକପ୍ଟର

Facebook
Twitter
LinkedIn

ନୂଆପଡା : ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ସୁନାବେଡାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ । ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚା ଫ୍ଲାଇଂ, ସ୍କ୍ୱାଡ୍ , ଆୟକର ବିଭାଗ ଓ ଭିଡିଓ ସର୍ଭେଲାନ୍ସ ଟିମ ପକ୍ଷରୁ ଯାଞ୍ଚ । ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ । ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ୟ୍ୟନ୍ତ ହେବ ରୋଡ ଶୋ’ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମାରାଥନ କ୍ୟାମ୍ପେନ ଚଳାଇଛନ୍ତି ।ବାକୁ ନିବେଦନ କରୁଛନ୍ତି । ବିଜେପି ପାଇଁ ବହୁ ବିଧାୟକ, ମନ୍ତ୍ରୀ ଓ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login