The Ultimate Managed Hosting Platform
ADVERTISEMENT

ପାକ ସେନା ଅଧିକାରୀଙ୍କ ଧମକ

Facebook
Twitter
LinkedIn

ଲଣ୍ଡନ : ଲଣ୍ଡନରେ ପ୍ରବାସୀ ଭାରତୀଙ୍କୁ ପାକ ସେନା ଅଧିକାରୀଙ୍କ ଧମକ । ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ବି କ୍ଷୋଭ ବେଳେ ଧମକ । ପହଲଗାମ ହମଲାକୁ ନେଇ ବିକ୍ଷୋଭ ବେଳେ ଖୋଲାଖୋଲି ଧମକ । ଗ୍ରୁପ କ୍ୟାପଟେନ ଅଭିନନ୍ଦନଙ୍କ ଫଟୋ ଦେଖାଇ ଧମକ । ଗଳା କାଟିବାର ଖୋଲାଖୋଲି ଇଙ୍ଗିତ କଲେ ପାକ ଅଧିକାରୀ । ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ସେନା ଅଧିକାରୀ । ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ପ୍ରବାସୀ ଭାରତୀୟ । ବିକ୍ଷୋଭ ବେଳେ ଭାରତ ସପକ୍ଷରେ ବାହାରିଛନ୍ତି ଇସ୍ରାଏଲ ନାଗରିକ । ପାକିସ୍ତାନ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login