The Ultimate Managed Hosting Platform
ADVERTISEMENT

ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର

Facebook
Twitter
LinkedIn

ନୟାଗଡ : ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ୫୦ ହଜାର ଲୁଟି ନେଲେ ଦୁର୍ବୁତ୍ତ । ଏହା ସହ ଠାକୁରଙ୍କ ୧୫ ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୁତ୍ତ । ଆଜି ସକାଳୁ ବଡ଼ପଣ୍ଡା ମନ୍ଦିର ଖୋଲିବା ପରେ ୩ ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ବଳଭଦ୍ରକଙ୍କ ରୁପା ନାଗମୂର୍ତ୍ତି, ଜଗନ୍ନାଥଙ୍କ ରୁପା କିରଟି, ନାକଚଣା ଓ ସୁଭଦ୍ରାଙ୍କ କିରଟି ଆଦି ଲୁଟି ନେଇଛନ୍ତି ଲୁଟେରା । ଖବରପାଇ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ କରିଛନ୍ତି । ମନ୍ଦିରର ରାତ୍ରି ଜଗୁଆଳି ଥାଇ ବି କିପରି ଚୋରି ହେଲା ସେନେଇ ପ୍ରଶ୍ନ ଉଠିଛି । ଘଟଣାରେ ୨ ରୁ ୩ ଜଣ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login