ବାଙ୍କୀ : ଜେଲ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର । ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହାଣିବାକୁ ଉଦ୍ୟମ ବେଳେ ଝିଅ ମୁମ୍ଡରେ ବାଜିଥିବା ସୂଚନା । କୁନି ଝିଅ ମେଡିକାଲରେ ଭର୍ତ୍ତି, ଥାନାରେ ଏତଲା କଲେ ସ୍ତ୍ରୀ । ଘରୋଇ କଳି ଲାଗିଥିବା ବେଳେ ବାପା ନିଜ କ୍ରୋଧକୁ ସମ୍ଭାଳିନପାରି ଝିଅକୁ ହାଣିଦେଇଛି । ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରା ହୋଇଯାଇଛି । ବୈଦେଶ୍ବର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
Views: 30